ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ସ୍ୱତନ୍ତ୍ର ନୂଆଖାଇ ପର୍ବ ତଥା ନବାନ୍ନ ପ୍ରସାଦ ଲାଗି ଚଳିତ ମାସ ୨୧ ତାରିଖ ସୋମବାର ଦିନ ସ୍ୱତନ୍ତ୍ର ପାରମ୍ପରିକ ଓ ବୈଦିକ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହେବା କୁ ଯାଉଛି।
The special ‘Nuakhai’ festival of Goddess Hingula, the presiding deity of Talcher, are set to be observed on Monday, the 21st of this month, in accordance with traditional and Vedic rituals.
