ଜନ୍ତାଳ ପୂଜା-2026 (Jantal Puja(Festival of appearance) 2026)


This year the Jantal puja (Festival of appearance) of Maa Hingula will be held on Dt. 22.03.2026 (Sunday).

ଏହି ବର୍ଷ ମା ହିଙ୍ଗୁଳାଙ୍କ ଜନ୍ତାଳ ପୂଜା (ଆବିର୍ଭାବ ପର୍ବ) ତାରିଖ ୨୨.୦୩.୨୦୨୬ (ରବିବାର) ଦିନ ଅନୁଷ୍ଠିତ ହେବ।