ଆବିର୍ଭାବ ସ୍ଥାନ (Appearance Place) -2026


This year Goddess Maa Hingula has appeared in the form of fire at back side of the Maa Hingula Temple which is at about 200 meters east of the Temple towards. 

ଚଳିତ ବର୍ଷ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପଛ ପାର୍ଶ୍ୱରେ ଅଗ୍ନି ରୂପରେ ଆବିର୍ଭାବ ହୋଇଛନ୍ତି, ଯାହା ମନ୍ଦିରର ପ୍ରାୟ 200 ମିଟର ପୂର୍ବ ଦିଗରେ ଅବସ୍ଥିତ।